ନବନିଶି Naba niṡi

  • ଦେ. ବିଣ (ସଂ. ନବନିଶିତ) — ନୂଆ ହୋଇ ଶାଣ ଦିଆଯାଇ ଥିବା — Recently sharpened
  • ଦେ. ବିଣ (ସଂ. ନବନିଶିତ) — ସୂତୀକ୍ଷ୍ଣ- — Very sharp
  • ଦେ. ବିଣ (ସଂ. ନବନିଶିତ) — ନବନିଶି କୁନ୍ତମାନ ଝଲକାନ୍ତି କରେ-ସାରଳା ମହାଭାରତ. ବିରାଟ।