ନବଧା ଭକ୍ତି Nabadhā bhakti

  • ସଂ. ବି. (ନବଧା+ଭକ୍ତି) — ପ୍ରେମ ବା ଭକ୍ତିର ନଅଗୋଟି ଅଙ୍ଗ (ଯଥା—ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦ— ସେବନ, ଅର୍ଚନା ବା ପୂଜା, ବନ୍ଦନା ବା ସ୍ତବ, ପରିଚର୍ଯ୍ୟା, ସଖ୍ୟ ବା ସଖାଭାବରେ ସମ୍ଭାଷଣ ଓ ଦାସ୍ୟ ବା ଦାସ— ରୂପେ ଆତ୍ମସମର୍ପଣ) — The 9 steps of devotion