ନବପତ୍ରିକା Naba patrikā
- ସଂ. ବି. (ନବ= 9 +ପତ୍ର+କ+ସ୍ତ୍ରୀ. ଆ) — ଆଶ୍ୱିନ ଓ ଚୈତ୍ର ମାସରେ ଶୁକ୍ଳ 7 ମୀ ଠାରୁ ନବମୀ ପର୍ଯ୍ୟନ୍ତ ଦିବସତ୍ରୟବ୍ୟାପୀ ନଅ ଜାତୀୟ ପତ୍ରନିର୍ମିତ ଦୁର୍ଗାମୂର୍ତ୍ତିଙ୍କର ପୂଜା — ଆଶ୍ୱିନ ଓ ଚୈତ୍ର ମାସରେ ଶୁକ୍ଳ7ମୀ ଠାରୁ ନବମୀ ପର୍ଯ୍ୟନ୍ତ ଦିବସତ୍ରୟବ୍ୟାପୀ ନଅ ଜାତୀୟ ପତ୍ରନିର୍ମିତ ଦୁର୍ଗାମୂର୍ତ୍ତିଙ୍କର ପୂଜା—. The worship of Goddess Durgā for 3 days in the months of Āṡwina and chaitra
- ସଂ. ବି. (ନବ= 9 +ପତ୍ର+କ+ସ୍ତ୍ରୀ. ଆ) — [ଦ୍ର—ଏହି ପୂଜା ଆଶ୍ୱିନ ଓ ଚୈତ୍ର ଶୁକ୍ଳ ସପ୍ତମୀଠାରୁ ଆରମ୍ଭ ହୁଏ ଓ ନବମୀ ଦିନ ଶେଷ ହୁଏ । କଦଳୀ, ସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି, ମାଣସାରୁ ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ 2 ମୂର୍ତ୍ତି ଗଠନ କରି ପୂଜା କରିବାର ବିଧି ଥିବାରୁ 'ନବପତ୍ରିକା' ଏହି ନାମ ହୋଇଅଛି ।] — [ଦ୍ର—ଏହି ପୂଜା ଆଶ୍ୱିନ ଓ ଚୈତ୍ର ଶୁକ୍ଳ ସପ୍ତମୀଠାରୁ ଆରମ୍ଭ ହୁଏ ଓ ନବମୀ ଦିନ ଶେଷ ହୁଏ କଦଳୀ, ସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି, ମାଣସାରୁ ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ2ମୂର୍ତ୍ତି ଗଠନ କରି ପୂଜା କରିବାର ବିଧି ଥିବାରୁ 'ନବପତ୍ରିକା' ଏହି ନାମ ହୋଇଅଛି ]
- ସଂ. ବି. (ନବ= 9 +ପତ୍ର+କ+ସ୍ତ୍ରୀ. ଆ) — ଉପର୍ଯ୍ୟୁକ୍ତ ନଅଟି ପତ୍ରରେ ନିର୍ମିତ ଦୁର୍ଗାଙ୍କର ମୂର୍ତ୍ତି — The image of Goddess Durgā made of nine kinds of leaves of particular trees and plants
- ସଂ. ବି. (ନବ= 9 +ପତ୍ର+କ+ସ୍ତ୍ରୀ. ଆ) — ଦୁର୍ଗାଙ୍କର ଆଶ୍ୱିନ ଓ ଚୈତ୍ର ଶୁକ୍ଳ—ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ବିହିତ ନବରାତ୍ର—ପୂଜା — The worship of goddess Durgā for 9 nights in the month of Āṡwina and chaitra