ନବବଧୂ ଯାତ୍ରା Nababadhū jātrā

  • ସଂ. ବି ( 6 ଷ୍ଠୀ ତତ୍; ନବବଧୂ+ଯାତ୍ରା) — ନୂଆ ବୋହୂର ସର୍ବପ୍ରଥମେ ଶ୍ୱଶୁରଘରକୁ ଯିବା; ପହିଲି ପାଳି ଯିବା — The starting of the bride for the first time to her husband's house (on an auspicious day)
  • ସଂ. ବି ( 6 ଷ୍ଠୀ ତତ୍; ନବବଧୂ+ଯାତ୍ରା) — [ଦ୍ର—ଏଥିପାଇଁ ଜ୍ୟୋତିଷ ଗଣନା ମତେ ଶୁଭଦିନ ସ୍ଥିର କରାଯାଏ ।]