ନବପ୍ରାଶନ Nabaprāsana
- ସଂ. ବି (ନବ+ପ୍ର+ଅଶ୍ ଧାତୁ=ଖାଇବା+ଭାବ. ଅନ) — ଶିଶୁର ଅନ୍ନପ୍ରାଶନ ବା ପ୍ରଥମ ଅନ୍ନଭୋଜନ ଉତ୍ସବ — A festival held on an infant's first feeding of boiled rice
- ସଂ. ବି (ନବ+ପ୍ର+ଅଶ୍ ଧାତୁ=ଖାଇବା+ଭାବ. ଅନ) — ନବାନ୍ନଭୋଜନ; ନୂଆଖିଆ — The eating of the year's new rice for the first time