ନନ୍ଦନ Nandana
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ସୁତ; ପୁତ୍ର; ପୁଅ — Son
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ନନ୍ଦନ କାନନ; ବନବିଶେଷ; ସ୍ୱର୍ଗସ୍ଥ ଇନ୍ଦ୍ରଙ୍କର କ୍ରୀଡ଼ୋଦ୍ୟାନ — The pleasure-garden of Indra in Heaven
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ଆସାମରେ କାମଖ୍ୟା ଦେଶର ପର୍ବତବିଶେଷ — Name of a mountain in Assam
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — [ ଦ୍ର—ହିନ୍ଦୁ ପୁରାଣ ମତରେ କାମାଖ୍ୟା ଦେବୀଙ୍କର ପୂଜା କରିବା ପାଇଁ ଇନ୍ଦ୍ର ସର୍ବଦା ଏ ପର୍ବତରେ ରହନ୍ତି। ଏଥିପାଇଁ ଲୋକେ ଏ ପର୍ବତକୁ ଯାଇ ଇନ୍ଦ୍ରଙ୍କର ପୂଜା କରନ୍ତି। ହି. ଶବ୍ଦସାଗର। ]
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ଭେକ — Frog
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ବିଷ୍ଣୁଙ୍କ ନାମ — A name of Bishṇu
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ଶିବ; ମହାଦେବ — Ṡiba
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — କାର୍ତ୍ତିକେୟଙ୍କ ଅନୁଚରବିଶେଷ — Name of an attendant of Kārttikeya
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ବିଷବିଶେଷ (ହି. ଶବ୍ଦସାଗର) — A kind of poison
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ବାସ୍ତୁ ଶାସ୍ତ୍ର ଅନୁସାରେ 32 ହାତ ବିସ୍ତାର ଓ 16 ଶୃଙ୍ଖ— ବିଶିଷ୍ଟ ଷଟ୍କୋଣ ଗୃହ (ହି. ଶବ୍ଦସାଗର) — ବାସ୍ତୁ ଶାସ୍ତ୍ର ଅନୁସାରେ32ହାତ ବିସ୍ତାର ଓ16ଶୃଙ୍ଖ— ବିଶିଷ୍ଟ ଷଟ୍କୋଣ ଗୃହ (ହି. ଶବ୍ଦସାଗର)— . Name of a hexagonal room with 16 turrets, and 32 cubits wide
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — କେଶର (ହି. ଶ.) — Saffron
- ସଂ. ବି. ପୁଂ. (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅନ) — ଚନ୍ଦନ (ହି. ଶ.) — Sandal