ନନ୍ଦନ ତରୁ Nandana taru

  • ସଂ. ବି. ( 6 ଷ୍ଠୀ ତତ୍; ନନ୍ଦନ+ତରୁ) — ନନ୍ଦନକାନନରେ ଥିବା ସ୍ୱର୍ଗୀୟ ବୃକ୍ଷ — The heavenly tree said to flourish in the Nandana garden of Indra
  • ସଂ. ବି. ( 6 ଷ୍ଠୀ ତତ୍; ନନ୍ଦନ+ତରୁ) — (ଯଥା—ପାରିଜାତ, ହରି ଚନ୍ଦନ।)