ନନ୍ଦନଜ Nandanaja

  • ସଂ. ବି. (ନନ୍ଦନ+ଜନ୍ ଧାତୁ+କର୍ତ୍ତୃ. ଅ) — ହରିଚନ୍ଦନ; ଏକପ୍ରକାର ଉତ୍କୃଷ୍ଟ ଚନ୍ଦନ — The fragrant yellow sandal wood
  • ସଂ. ବି. (ନନ୍ଦନ+ଜନ୍ ଧାତୁ+କର୍ତ୍ତୃ. ଅ) — ଶ୍ରୀକୃଷ୍ଣ (ହି. ଶ.) — Ṡrīkṛushṇa