ନନ୍ଦପାଳ Nandapāḻa

  • ସଂ. ବି. (ନନ୍ଦ=ନିଧିବିଶେଷ+ପାଳ୍ ଧାତୁ+କର୍ତ୍ତୃ. ଅ) — କୁବେର (ପ୍ରକୃତିବାଦ) — Kubera, the God of wealth (M.W.)
  • ସଂ. ବି. (ନନ୍ଦ=ନିଧିବିଶେଷ+ପାଳ୍ ଧାତୁ+କର୍ତ୍ତୃ. ଅ) — ବରୁଣ (ହି. ଶବ୍ଦସାଗର) — Baruṇa, the God of water (M.W.)