ନନ୍ଦଗାଁ Nandagāñ

  • ଦେ. ବି. (ସଂ. ନନ୍ଦ+ଗ୍ରାମ) — ମଥୁରାରୁ 14 କୋଶ ଦୂର— ବର୍ତ୍ତୀ ବୃନ୍ଦାବନର ଗ୍ରାମ, ଯେଉଁଠାରେ ନନ୍ଦ ଶ୍ରୀକୃଷ୍ଣଙ୍କ ସହ ବାସ କରୁଥିଲେ — ମଥୁରାରୁ14କୋଶ ଦୂର— ବର୍ତ୍ତୀ ବୃନ୍ଦାବନର ଗ୍ରାମ, ଯେଉଁଠାରେ ନନ୍ଦ ଶ୍ରୀକୃଷ୍ଣଙ୍କ ସହ ବାସ କରୁଥିଲେ— Name of a village in Bṛundābana where Nanda lived during Ṡrīkṛushṇa's childhood