ନଜରାଣା Najarāṇā
- ବୈଦେ. ବି (ଆ. ନଜରାନା) — ଭେଟୀ; ଉପ— ଢୌକନ — Present
- ବୈଦେ. ବି (ଆ. ନଜରାନା) — ସଲାମୀ; ଦର୍ଶନୀ; ରାଜା ଜମିଦାର ଆଦିଙ୍କୁ ପ୍ରଥମେ ଦର୍ଶନ କଲାବେଳେ ଅଧୀନ ବ୍ୟକ୍ତିର ଦେବା ଭେଟୀ — Cash present given to kings etc at the first interview; nuzzerana
- ବୈଦେ. ବି (ଆ. ନଜରାନା) — ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ପାଞ୍ଚଟଙ୍କା ନଜରାଣା ଥୋଇ ଦେଇ....ସଲାମ କଲେ—ଫକୀର ମୋହନ. ଛମାଣ ଆଠଗୁଣ୍ଠ ।
- ବୈଦେ. ବି (ଆ. ନଜରାନା) — [ଦ୍ର—ଏ ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଲାଣି — Nuzzerana]