ନଜରବାଜ୍ Najarabāj
- ବୈଦେ. ବି (ଆ. ନଜର୍+ଫା. ବାଜ୍) — କୁହୁକୀ; ଐନ୍ଦ୍ରଜାଲିକ — Juggler; magician
- ବୈଦେ. ବି (ଆ. ନଜର୍+ଫା. ବାଜ୍) — ପ୍ରତାରକ; ଠକ — Swindler; knave
- ବୈଦେ. ବି (ଆ. ନଜର୍+ଫା. ବାଜ୍) — ଯେଉଁ ଡାହାଣା ବା ଡାହାଣୀ ଖାଦ୍ୟ ବା ଶିଶୁମାନଙ୍କ ଉପରେ ପାପ ଦୃଷ୍ଟି ପକାଏ — A person (man or woman) who casts sinister look on food or children
- ବିଣ — ତୀକ୍ଷ୍ଣ ଦୃଷ୍ଟି ବିଶିଷ୍ଟ (ବ୍ୟକ୍ତି) — Having a sharp look-out; keen-eyed; keen-sighted
- ବିଣ — ଯେ ଖାଦ୍ୟ ବା ଶିଶୁଙ୍କପ୍ରତି ପାପ ଦୃଷ୍ଟି ପକାଏ — Habituated to casting sinister look on food or children