ନଜିର୍ Najir
- ବୈଦେ. ବି (କଚିରିଆ)(ଆ) — ନମୁନା — Specimen
- ବୈଦେ. ବି (କଚିରିଆ)(ଆ) — ଦୃଷ୍ଟାନ୍ତ; ଉଦାହରଣ — Example
- ବୈଦେ. ବି (କଚିରିଆ)(ଆ) — ପ୍ରାମାଣିକ ବାକ୍ୟ — Authoritative words
- ବୈଦେ. ବି (କଚିରିଆ)(ଆ) — ନିଦର୍ଶନ; ପ୍ରମାଣ — Proof
- ବୈଦେ. ବି (କଚିରିଆ)(ଆ) — ଆଇନ୍ — Law
- ବୈଦେ. ବି (କଚିରିଆ)(ଆ) — କୌଣସି ମକଦ୍ଦମାରେ ପ୍ରଦର୍ଶିତ ଦୃଷ୍ଟାନ୍ତ, ଯଦ୍ଦ୍ୱାରା ଦର୍ଶାଇବା ପକ୍ଷର ଯୁକ୍ତିର ସପକ୍ଷରେ ଏହିପରି ବିଷୟ ପୂର୍ବେ କୌଣସି ହାଇକୋଟ ବା ଉଚ୍ଚ ଅଦାଲତରେ ମୀମାଂସିତ ହୋଇଥିଲା — Ruling or case- law quoted by a party in support of his contention in a law court; authority in support of one's point