ନଜର ରଖିବା Najara rakhibā

  • ଦେ. କ୍ରି — ନଜର କରିବା (ଦେଖ) — Najara karibā (See)
  • ଦେ. କ୍ରି — କୌଣସି ବ୍ୟକ୍ତି ବା ବିଷୟର ତତ୍ତ୍ୱ ନେବା — To take care of
  • ଦେ. କ୍ରି — କୌଣସି ବ୍ୟକ୍ତିର ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିବା — To keep a vigilant eye on the movements of a person
  • ଦେ. କ୍ରି — କୌଣସି ବ୍ୟକ୍ତି ପ୍ରତି କୃପାଦୃଷ୍ଟି ବା ଅନୁଗ୍ରହ ଦୃଷ୍ଟି ରଖିବା — To look upon a person with kindless or favour