ନଜରକୁ ଆଣିବା Najaraku āṇibā

  • ଦେ. କ୍ରି — ଖାତିରି କରିବା — To care for
  • ଦେ. କ୍ରି — ତାହାକୁ କି କଳାବତୀ ନଜରକୁ ଆଣେ ? ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମବାଣେ । କବିସୂର୍ଯ୍ୟ. ସଙ୍ଗୀତ ।
  • ଦେ. କ୍ରି — ଗୁଣୀ ମଧ୍ୟରେ ଗଣନା କରିବା — To count as a good man
  • ଦେ. କ୍ରି — ଖିଆଲ କରିବା — To take cognisance of; to take notice of