ଧଡ଼ା ଚୂଡ଼ା Dhaṟḍ̠ā chūṟḍ̠ā

  • ଦେ. ବି (ସହଚର) — ସାଜସଜ୍ଜା — Equipments
  • ଦେ. ବି (ସହଚର) — ପୋଷାକ — Dress; costume
  • ଦେ. ବି (ସହଚର) — ସାଜସଜ୍ଜାର ଉପକରଣ; ଅଣ୍ଟାବନ୍ଧା ଓ ମୁଣ୍ଡବନ୍ଧା ଲୁଗା; ପାଗପଟୁକା — Clothes for the waist and for the head while dressing