ଧଡ଼ସେଇବା Dhaṟḍ̠aseibā

  • ଦେ. କ୍ରି—(ଧୃଷ୍ ଧାତୁ) — ଧମକାଇବା — To terrify; to threaten
  • ଦେ. କ୍ରି—(ଧୃଷ୍ ଧାତୁ) — ତ୍ୱରାନ୍ୱିତ କରାଇବା — To hasten