ଧଡ଼ା ଧଡ଼୍ Dhaṟḍ̠ādhaṟḍ̠
- ଦେ. ଅ (ଧ୍ୱନ୍ୟନୁକରଣ) — ଉପର୍ଯ୍ୟୁପରି ବନ୍ଧୁକ ଫୁଟିବାର ଶବ୍ଦ — Repeated reports of a gun
- ଦେ. ଅ (ଧ୍ୱନ୍ୟନୁକରଣ) — କଠିନ ବସ୍ତୁମାନଙ୍କର ପରସ୍ପର ଆଘାତଜନିତ ଶବ୍ଦ — The sound produced by the collision of hard substances
- ଦେ. ଅ — ଅତିଶୀଘ୍ର — Very quickly