ଧଡ଼ସିବା Dhaṟḍ̠asibā

  • ଦେ. କ୍ରି (ଧୃଷ୍ ଧାତୁ) — ଶଙ୍କି ଯିବା; ଭୀତ ହେବା — To be frigntened or terrified
  • ଦେ. କ୍ରି (ଧୃଷ୍ ଧାତୁ) — ଶଙ୍କିତ ହୋଇ କୌଣସି କାର୍ଯ୍ୟରୁ ପଶ୍ଚାତ୍ପଦ ହେବା — To shrink from doing something through fear