ଧଡ଼ସ Dhaṟḍ̠asa

  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — ଧମସ; ଶୀଘ୍ର ଚାଲିବାର ବେଗ — Great velocity or force of movement
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — (ଯଥା—ସେ ଭାରି ଧଡ଼ସରେ ଚାଲିଯାଉଛି)
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — ସାହସ; ହେମତ୍ — Courage
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — (ଯଥା—ତାର ଭାରି ଧଡ଼ସ।)
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — ଚାଲିବାର ହପ୍ପା ବା ଥର — One stretch of walking (e. g. to walk 10 miles at one stretch)
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — (ଯଥା—ମୁଁ ଏକାଧଡ଼ସକେ 5 କୋଶ ବାଟ ଚାଲି ଆଇଲି।) — (ଯଥା—ମୁଁ ଏକାଧଡ଼ସକେ5କୋଶ ବାଟ ଚାଲି ଆଇଲି)
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — ଧମକ — Threat
  • ଦେ. ବି—ଦେ. ବି(ସଂ. ଧୃଷ୍ ଧାତୁ= ହିଂସା କରିବା, କ୍ରୋଧ କରିବା, ପ୍ରଗଳ୍ଭ ହେବା) — (ଯଥା—ସେ ମତେ ଭାରି ଧଡ଼ସ ଦେଖାଉଛି)
  • ଦେ. କ୍ରି. ବିଣ (ସଂ. ଝଟିତି) — ଅତିଶୀଘ୍ର — Very quickly
  • ଦେ. କ୍ରି. ବିଣ (ସଂ. ଝଟିତି) — ଧଡ଼ସ ହୋଇ ଉଠିଲା ମୂର୍ଛା ସେ ଯାଇଁ ପଡ଼ିଲା ଅତି ଶୋକଭର ହୋଇ ବାଳୀ ଖୋଜଇ—ପ୍ରାଚୀ ନଳଚରିତ।