ଧ୍ୟାତା Dhyātā

  • ସଂ. ବିଣ. ପୁଂ (ଧ୍ୟୈ ଧାତୁ+ କର୍ତ୍ତୃ. ତୃ; 1 ମା. 1 ବ) — ଧ୍ୟାନକାରୀ — Engaged in meditation or contemplation
  • ସଂ. ବିଣ. ସ୍ତ୍ରୀ (ଧ୍ୟାତ+ ଆ) — ଧ୍ୟାତର ସ୍ତ୍ରୀଲିଙ୍ଗ — Feminine of Dhyāta