ଧ୍ୟାନ ଧାରଣା Dhyāna dhāraṇā

  • ସଂ. ବି. (ସହଚର; ଧ୍ୟାନ+ଧାରଣା) — ଏକାଗ୍ର ଚିନ୍ତା — Deep meditation
  • ସଂ. ବି. (ସହଚର; ଧ୍ୟାନ+ଧାରଣା) — (ମ. ପ. ଲୋ) କଳ୍ପନାଦ୍ୱାରା ହୃଦ୍ଦର୍ପଣରେ ପ୍ରତି— ଫଳିତ ଭାବରାଜି — Mental impression resulting from imagination