ଧ୍ୟାନ ଭଗ୍ନ Dhyāna bhagna

  • ସଂ. ବିଣ. ପୁଂ (ବହୁବ୍ରୀହି; ଧ୍ୟାନ+ଭଗ୍ନ) — ଯାହାର ଧ୍ୟାନରେ ବ୍ୟାଘାତ ପଡ଼ିଅଛି — Disturbed during one's meditation
  • ଦେ. ବି. (ସଂ. ଧ୍ୟାନ ଭଙ୍ଗ) — ଧ୍ୟାନ ଭଙ୍ଗ (ଦେଖ) — Dhyāna-bhaṅga (See)