ଧ୍ମାପିତ Dhmāpita

  • ସଂ. ବିଣ (ଧ୍ମା ଧାତୁ ଣିଚ ଧ୍ମାପି ଧାତୁ+ କର୍ମ. ତ) — ଯାହା ଫୁଙ୍କା ଯାଇଅଛି — Blown into
  • ସଂ. ବିଣ (ଧ୍ମା ଧାତୁ ଣିଚ ଧ୍ମାପି ଧାତୁ+ କର୍ମ. ତ) — ଯାହାକୁ ଫୁଙ୍କିକରି ଫୁଲାଇ ଦିଆ ଯାଇଅଛି — Inflated by being blown into
  • ସଂ. ବିଣ (ଧ୍ମା ଧାତୁ ଣିଚ ଧ୍ମାପି ଧାତୁ+ କର୍ମ. ତ) — ଦଗ୍ଧ; ଭସ୍ମୀଭୁତ — Reduced to ashes; burnt down (Apte)