ଧୂମ୍ୟା Dhūmyā

  • ସଂ. ବି. (ଧୂମ+ସମୂହାର୍ଥରେ ଯ+ସ୍ତ୍ରୀ. ଆ) — ଧୂମସମୂହ — A volume of smoke; a cloud of smoke
  • ସଂ. ବି. (ଧୂମ+ସମୂହାର୍ଥରେ ଯ+ସ୍ତ୍ରୀ. ଆ) — (ତୁଳନାକର—ବାତ୍ୟା ଓ ବନ୍ୟା।)