ଧୂମ୍ର Dhūmra
- ସଂ. ବିଣ. ପୁଂ. (ଧୂମ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯାହା ଧୂଆଁର ବର୍ଣ୍ଣକୁ ଗ୍ରହଣ କରିଅଛି) — ଧୂଆଁ ପରି କୃଷ୍ଣଲୋହିତ ବର୍ଣ୍ଣ — Smoke-coloured; deep purple; dark-red
- ସଂ. ବିଣ. ପୁଂ. (ଧୂମ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯାହା ଧୂଆଁର ବର୍ଣ୍ଣକୁ ଗ୍ରହଣ କରିଅଛି) — ପାଉଁଶିଆ; ପାଣ୍ଡୁର — Grey
- ସଂ. ବିଣ. ପୁଂ. (ଧୂମ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯାହା ଧୂଆଁର ବର୍ଣ୍ଣକୁ ଗ୍ରହଣ କରିଅଛି) — ବାଇଁଗଣୀ ରଙ୍ଗର (ପ୍ରକୃତିବାଦ) — Violet
- ସଂ. ବିଣ. ପୁଂ. (ଧୂମ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯାହା ଧୂଆଁର ବର୍ଣ୍ଣକୁ ଗ୍ରହଣ କରିଅଛି) — ଅନ୍ଧକାରମୟ — Dark; obscure
- ସଂ. ବି — ଧୂଆଁର ବର୍ଣ୍ଣ — The colour of smoke
- ସଂ. ବି — ବାଇଁଗଣୀ ରଙ୍ଗ — Violet colour
- ସଂ. ବି — କୃଷ୍ଣଲୋହିତ ବର୍ଣ୍ଣ — Dark-red colour; deep purple colour
- ସଂ. ବି — ଶିବ — Ṡiba
- ସଂ. ବି — ପାପ — Sin; vice (Apte)
- ସଂ. ବି — ଦୁଷ୍ଟତା; ଖଳତା — Wickedness (Apte)