ଧୂମ୍ର ଲୋଚନ Dhūmra lochana
- ସଂ. ବିଣ. ପୁଂ. (ବହୁବ୍ରୀହି; ଧୂମ୍ର+ଲୋଚନ) — ଯାହାର ଆଖି ଧୂମ୍ରବର୍ଣ୍ଣବିଶିଷ୍ଟ — Grey-eyed
- ସଂ. ବି — ପାରା — Pigeon
- ସଂ. ବି — କପୋତ — Dove
- ସଂ. ବି — (ନାମ) ଶୁମ୍ଭାସୁରର ସେନାପତି — Name of a general of Ṡumbha demon
- ସଂ. ବି — [ଦ୍ର—ସେ ଶୁମ୍ଭର ମୃତ୍ୟୁ ପୂର୍ବରୁ ଦୁର୍ଗାଙ୍କ ଦ୍ୱାରା ନିହତ ହୋଇ — ଥିଲା।]