ଧୂମ୍ରବର୍ଣ୍ଣ Dhūmra barṇṇa

  • ସଂ. ବି. ( 6 ଷ୍ଠୀ ତତ୍; ଧୂମ୍ର+ବର୍ଣ୍ଣ) — ଧୂଆଁର ବର୍ଣ୍ଣ; କୃଷ୍ଣଲୋହିତ ବର୍ଣ୍ଣ — Dark-red colour
  • ସଂ. ବି. ( 6 ଷ୍ଠୀ ତତ୍; ଧୂମ୍ର+ବର୍ଣ୍ଣ) — ଧୂପ — Incense. (Apte)
  • ସଂ. ବିଣ. ପୁଂ (ବହୁବ୍ରୀହି) — କୃଷ୍ଣ ଲୋହିତ — Dark-red