ଧୂମ୍ ଧଡ଼କା Dhūm dhaṟḍ̠akā

  • ଦେ. ବି. — ମହା ସମାରୋହ — splendour; pomp
  • ଦେ. ବି. — ଜୁଲମ; ମାରଧର; ଧରପଗଡ଼; ଧରାଧରି — Oppression; high handedness
  • ଦେ. ବି. — ଉତ୍ପାତ; କଠୋର ବ୍ୟବହାର — Rough usage