ଧାତୁବାଦ Dhātubāda
- ସଂ. ବି — ହିନ୍ଦୁ ଶାସ୍ତ୍ରୋକ୍ତ 64 କଳା ବା ବିଦ୍ୟା ମଧ୍ୟରୁ ଏକତମ, ଯଦ୍ଦ୍ୱାରା ଖଣିରୁ ବାହାରିଥିବା ମିଶ୍ରିତ ଧାତୁକୁ ସଫା କରାଯାଏ ଓ କୌଣସି ମିଶ୍ରିତ ଦ୍ରବ୍ୟରୁ ଭିନ୍ନ ଭିନ୍ନ ଧାତୁ ପୃଥକ କରାଯାଏ — ହିନ୍ଦୁ ଶାସ୍ତ୍ରୋକ୍ତ64କଳା ବା ବିଦ୍ୟା ମଧ୍ୟରୁ ଏକତମ, ଯଦ୍ଦ୍ୱାରା ଖଣିରୁ ବାହାରିଥିବା ମିଶ୍ରିତ ଧାତୁକୁ ସଫା କରାଯାଏ ଓ କୌଣସି ମିଶ୍ରିତ ଦ୍ରବ୍ୟରୁ ଭିନ୍ନ ଭିନ୍ନ ଧାତୁ ପୃଥକ କରାଯାଏ—. Metallurgy
- ସଂ. ବି — ରସାୟନ ବିଦ୍ୟା; ଯେଉଁ ବିଦ୍ୟା ପ୍ରଭାବରେ ନିକୃଷ୍ଟ ଧାତୁକୁ ସୁନା ବା ରୂପାରେ ପରିଣତ କରାଯାଇ ପାରେ — Alchemy