ଧାତୁଘ୍ନ Dhātughna

  • ସଂ. ବି (ଧାତୁ=ଶରୀରସ୍ଥ ବାତ ପିତ୍ତାଦି+ହନ୍ ଧାତୁ= ନାଶ କରିବା+କର୍ତ୍ତୃ. ଅ) — କାଞ୍ଜି (ଦେଖ) — Kān̄ji (See)
  • ସଂ. ବିଣ — ଯଦ୍ଦ୍ୱାରା ଶରୀରସ୍ଥ ଧାତୁ ନଷ୍ଟ ହୁଏ — Destroying the elements of the body