ଧାତୁତତ୍ତ୍ୱ Dhātu tattwa

  • ସଂ. ବି (ଧାତୁ+ତତ୍ତ୍ୱ) — ଯେଉଁ ବିଦ୍ୟାଦ୍ୱାରା ଖନିଜ ପଦାର୍ଥମାନଙ୍କର ସ୍ୱରୂପ ଓ ଗୁଣାଗୁଣ ନିର୍ଣ୍ଣୀତ ହୁଏ — Minerology; metallurgy