ଧାତୁମୟ Dhātumaya

  • ସଂ. ବିଣ. (ଧାତୁ+ବିକାରାର୍ଥେ. ମୟ) — ଧାତୁପୂର୍ଣ୍ଣ — Metallic
  • ସଂ. ବିଣ. (ଧାତୁ+ବିକାରାର୍ଥେ. ମୟ) — ଧାତୁ ଦ୍ୱାରା ଗଠିତ — Made of metal
  • ସଂ. ବିଣ. (ଧାତୁ+ବିକାରାର୍ଥେ. ମୟ) — ଯହିଁରେ ଅନେକ ଧାତୁ ମିଳେ; ଧାତୁବହୁଳ — Abounding in metals