ଧାତୁଭୃତ୍ Dhātubhṛut

  • ସଂ. ବି. (ଧାତୁ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ପର୍ବତ — Mountain
  • ସଂ. ବିଣ — ଶରୀରସ୍ଥ ଧାତୁର ପୋଷକ — Nutritious