ଧର୍ମମୟ Dharmamaya

  • ସଂ. ବିଣ. (ଧର୍ମ+ ପ୍ରାଚୁର୍ଯ୍ୟାର୍ଥେ ମୟ) — ଧାର୍ମିକ — Virtuous; religious
  • ସଂ. ବିଣ. (ଧର୍ମ+ ପ୍ରାଚୁର୍ଯ୍ୟାର୍ଥେ ମୟ) — ନୈତିକ — Moral
  • ସଂ. ବିଣ. (ଧର୍ମ+ ପ୍ରାଚୁର୍ଯ୍ୟାର୍ଥେ ମୟ) — ଧର୍ମ ସମ୍ମତ କର୍ମରେ ପୂର୍ଣ୍ଣ (ଜୀବନ) — (a life) Devoted to pious acts