ଧର୍ମରକ୍ଷିତ Dharmarakshita
- ସଂ. ବି. (ନାମ) — ଯୋଗ (ଯବନ) ଦେଶୀୟ ଏକ ବୌଦ୍ଧ ଧର୍ମୋପଦେଶକ, ଯାହାଙ୍କୁ ମହାରାଜ ଅଶୋକ ଅପରାନ୍ତକ (ବେଲୁଚି ସ୍ଥାନ) ଅଞ୍ଚଳକୁ ବୌଦ୍ଧ ଧର୍ମ ପ୍ରଚାରାର୍ଥ ପଠାଇଥିଲେ (ହି. ଶବ୍ଦସାଗର) — Name of a Buddhist preacher who was sent by king Aṡoka to preach the tenets of Buddhism in Beluchistan area