ଧର୍ମଶାଳା Dharma ṡāḻā

  • ସଂ. ବି. (ଧର୍ମ+ ଶାଳା; 6 ଷ୍ଠୀ ତତ୍) — ଅତିଥିଶାଳା; ପାନ୍ଥଶାଳା — A place for accomodating pilgrims and wayfarers
  • ସଂ. ବି. (ଧର୍ମ+ ଶାଳା; 6 ଷ୍ଠୀ ତତ୍) — ଧର୍ମାଧିକରଣ; ବିଚାରାଳୟ — Court of justice; tribunal
  • ସଂ. ବି. (ଧର୍ମ+ ଶାଳା; 6 ଷ୍ଠୀ ତତ୍) — ଦାତବ୍ୟ ଚିକିତ୍ସାଳୟ ବା ଔଷଧାଳୟ — A charitable hospital or dispensary
  • ସଂ. ବି. (ଧର୍ମ+ ଶାଳା; 6 ଷ୍ଠୀ ତତ୍) — ଛତ୍ର; ଛତର — Alms-house
  • ସଂ. ବି. (ଧର୍ମ+ ଶାଳା; 6 ଷ୍ଠୀ ତତ୍) — ଯେଉଁଠାରେ କ୍ଷୁଧାର୍ତ୍ତକୁ ଅନ୍ନ ଓ ନିରାଶ୍ରୟକୁ ଆଶ୍ରୟ ଦିଆଯାଏ — A place of free distribution of food and help to the needy
  • ସଂ. ବି. (ଧର୍ମ+ ଶାଳା; 6 ଷ୍ଠୀ ତତ୍) — [ଦ୍ର—ବର୍ତ୍ତମାନ ଭାରତର ତୀର୍ଥମାନଙ୍କରେ ଶେଠମାନେ ଯାତ୍ରୀମାନଙ୍କୁ ବିନା ଭଡ଼ାରେ ଆଶ୍ରୟ ଦେବା ନିମନ୍ତେ ନିର୍ମାଣ କରିଥିବା ଗୃହମାନଙ୍କୁ ଧର୍ମଶାଳା ବୋଲାଯାଏ।]