ଧର୍ମବ୍ରତା Dharmabratā
- ସଂ. ବିଣ. ସ୍ତ୍ରୀ. (ଧର୍ମବ୍ରତ+ସ୍ତ୍ରୀ. ଆ) — ଧର୍ମବ୍ରତର ସ୍ତ୍ରୀଲିଙ୍ଗ — Feminine of Dharmabrata
- ସଂ. ବି. ସ୍ତ୍ରୀ (ନାମ) — ଧର୍ମ ନାମକ ଏକ ରାଜାଙ୍କ ଔରସରେ ତାଙ୍କ ପତ୍ନୀ ବିଶ୍ୱରୂପାଙ୍କ ଗର୍ଭରୁ ଉତ୍ପନ୍ନା ମରୀଚି ଋଷିଙ୍କ ପତ୍ନୀ — Name of the wife of sage Marīchi
- ସଂ. ବି. ସ୍ତ୍ରୀ (ନାମ) — [ଦ୍ର—ଏ ପାତିବ୍ରତ୍ୟ ପ୍ରାପ୍ତି ପାଇଁ ତପସ୍ୟା କରିଥିଲେ। ମରୀଚି ଏହାଙ୍କୁ ପୃଥିବୀରେ ସମସ୍ତଙ୍କଠାରୁ ଶ୍ରେଷ୍ଠା ପତିବ୍ରତା ଦେଖି ବିବାହ କଲେ—ହି. ଶବ୍ଦସାଗର।]