ଧର୍ମବିତ୍ Dharmabit

  • ସଂ. ବିଣ. ପୁଂ. (ଧର୍ମ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍; ଧର୍ମବିଦ୍ ଶବ୍ଦ 1 ମା. 1 ବ.) — ଧର୍ମଜ୍ଞ — Versed in religious doctrines