ଧନ୍ୟବାଦ Dhanyabāda

  • ସଂ. ବି.—(ଧନ୍ୟ+ବଦ୍ ଧାତୁ=କହିବା+ଭାବ. ଅ) — ସାଧୁବାଦ; ପ୍ରଶଂସାବାଦ; ସାବାସୀ — Eulogy; applause
  • ସଂ. ବି.—(ଧନ୍ୟ+ବଦ୍ ଧାତୁ=କହିବା+ଭାବ. ଅ) — କୃତଜ୍ଞତାଜ୍ଞାପନ — Thanksgiving; expression of gratefulness
  • ଦେ. ଅ. (ଇଂରାଜି ସମାଜର ବ୍ୟବହାର ଅନୁକରଣରେ ଅଧୁନା ଭଦ୍ର ସମାଜରେ ବ୍ୟବହୃତ) ମୁଁ ଆପଣଙ୍କୁ ଧନ୍ୟବାଦ ଦେଉ ଅଛି — (Interj) Thanks ! Thank you !