ଧନ୍ୱ ଦୁର୍ଗ Dhanwa durga
- ସଂ. ବି. କ୍ଳୀ — ମରୁଭୂମି — A desert
- ସଂ. ବି. କ୍ଳୀ — ନିର୍ଜଳ ପ୍ରଦେଶ — A waterless tract or country
- ସଂ. ବି. କ୍ଳୀ — ଆକ୍ରମଣୋଦ୍ୟତ ଶତ୍ରୁକୁ ବାଧା ଦେବା ପାଇଁ ଆକ୍ରାନ୍ତ ସ୍ଥାନର ଓ ଆକ୍ରମଣାର୍ଥ ଅଗ୍ରସର ଶତ୍ରୁପକ୍ଷର ମଧ୍ୟସ୍ଥ ଅଞ୍ଚଳକୁ ମରୁଭୂମି ଓ ନିର୍ଜଳ ପ୍ରଦେଶ କରିବା ରୂପ ଉପାୟ — The expedient of turning a tract of country (through which an advancing enemy is to pass) into a waterless desert
- ସଂ. ବି. କ୍ଳୀ — [ଦ୍ର—ଏପରି କରିବାଦ୍ୱାରା ଶତ୍ରୁପକ୍ଷ ସେହି ଅଞ୍ଚଳ ବାଟେ ଅଗ୍ରସର ହେବାବେଳେ ଖାଦ୍ୟ ଓ ଜଳ ଅଭାବରେ ଆଉ ଅଗ୍ରସର ହୋଇ ପାରିବ ନାହିଁ।]
- ସଂ. ବି. କ୍ଳୀ — ଯେଉଁ ଦୁର୍ଗ ଚାରିପାଖ 5 ଯୋଜନ ପର୍ଯ୍ୟନ୍ତ ନିର୍ଜଳ ମରୁଭୂମି ଦ୍ୱାରା ବେଷ୍ଟିତ (ହି. ଶ) — ଯେଉଁ ଦୁର୍ଗ ଚାରିପାଖ5ଯୋଜନ ପର୍ଯ୍ୟନ୍ତ ନିର୍ଜଳ ମରୁଭୂମି ଦ୍ୱାରା ବେଷ୍ଟିତ (ହି. ଶ)—. A fort surrounded on all sides by waterless desert to the extent of 0 miles