ଧନ୍ୟଧନ୍ୟ କରିବା Dhanyadhanya karibā

  • ଦେ. କ୍ରି. — ଅତିଶୟ ପ୍ରଶଂସା କରିବା — To speak very highly of; to give thanks
  • ଦେ. କ୍ରି. — ସମସ୍ତେ ଖାଇ ରାଜାଙ୍କୁ ଧନ୍ୟ ଧନ୍ୟ କଲେ। ନୀଳକଣ୍ଠ ଦାସ, ପିଲାଙ୍କ ରାମାୟଣ।