ଧନ୍ୟ କରିବା Dhanya karibā

  • ଦେ. କ୍ରି. — କୃତଜ୍ଞତା ଜ୍ଞାପନ କରିବା; ଧନ୍ୟବାଦ ଦେବା — To give thanks; to thank
  • ଦେ. କ୍ରି. — ପ୍ରଶଂସା କରିବା — To praise; to eulogise
  • ଦେ. କ୍ରି. — ଶୁଣିଣ ଶ୍ରୀହରି ବଚନ, ତେବେ ଧ୍ରୂବକୁ କଲେ ଧ୍ୟାନ। ଜଗନ୍ନାଥ. ଭାଗବତ।