ଧନ୍ୟ Dhanya
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ମଙ୍ଗଳମୟ, ଶୁଭସୂଚକ — Auspicious
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ଭାଗ୍ୟବାନ୍ — Fortunate
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ସୌଭାଗ୍ୟଶାଳୀ — Blessed; affluent
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ସୁଖୀ — Happy
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — କୃତାର୍ଥ — Successful
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ପ୍ରଶଂସନୀୟ; ଶ୍ଳାଘ୍ୟ — Praiseworthy; esteemable
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ଧାର୍ମିକ; ସାଧୁ; ପୁଣ୍ୟବାନ୍; ସୁକୃତୀ — Virtuous; pious
- ସଂ. ବିଣ. ପୁଂ. (ଧନ+ଯୋଗ୍ୟାର୍ଥେ ଯ) — ଧନ ଦେବାବାଲା; ଯାହାଙ୍କଠାରୁ ଧନ ମିଳେ — Bestowing wealth
- ସଂ. ବି — ଅଶ୍ୱକର୍ଣ୍ଣ ବୃକ୍ଷ (ହି. ଶବ୍ଦସାଗର) — Shorea Robusta (tree)
- ସଂ. ବି — ବିଷ୍ଣୁ (ହି. ଶବ୍ଦସାଗର) — A name of Bishṇu
- ସଂ. ବି — ଧନିଆଁ (ହି. ଶବ୍ଦସାଗର) — Coriander
- ସଂ. ବି — ନାସ୍ତିକ (ହି. ଶବ୍ଦସାଗର) — An atheist