ଦ୍ରାବଣ Drābaṇa
- ସଂ. ବି. (ଦ୍ରୁ ଧାତୁ ଣିଚ ଦ୍ରାବି ଧାତୁ+ଅନ) — ତରଳାଇବା; ଦ୍ରବୀକରଣ — Act of melting a thing
- ସଂ. ବି. (ଦ୍ରୁ ଧାତୁ ଣିଚ ଦ୍ରାବି ଧାତୁ+ଅନ) — ତଡ଼ିଦେବା — Driving away
- ସଂ. ବି. (ଦ୍ରୁ ଧାତୁ ଣିଚ ଦ୍ରାବି ଧାତୁ+ଅନ) — ପାଣିରେ ଲୁଣଆଦି ଗୋଳି ମିଳାଇ ଦେବା — Act of dissolving