ଦ୍ରାବିଡ଼ୀୟ Drābiṟḍ̠īya

  • ସଂ. ବିଣ. (ଦ୍ରାବିଡ଼+ଈୟ) — ଦ୍ରାବିଡ଼ ଦେଶୀୟ; ଦ୍ରବିଡ଼ ଜାତୀୟ — Dravidian
  • ବି — ଛୋଟ ଅଳେଇଚ — Small cardamom