ଦ୍ରାବିକା Drābikā

  • ସଂ. ବି. ସ୍ତ୍ରୀ. (ଦ୍ରାବକ+ସ୍ତ୍ରୀ. ଆ) — ପାଟିର ନାଳ — Saliva
  • ସଂ. ବି. ସ୍ତ୍ରୀ. (ଦ୍ରାବକ+ସ୍ତ୍ରୀ. ଆ) — ମହଣ; ମହମ — Beeswax
  • ବିଣ. ସ୍ତ୍ରୀ — ଦ୍ରାବକର ସ୍ତ୍ରୀଲିଙ୍ଗ — The feminine of Drābaka