ଦ୍ରାବିତ Drābita
- ସଂ. ବିଣ. (ଦ୍ର ଧାତୁ ଣିଚ ଦ୍ରାବି ଧାତୁ+କର୍ମ. ତ) — ଦ୍ରବୀକୃତ — Melted; liquefied; molten
- ସଂ. ବିଣ. (ଦ୍ର ଧାତୁ ଣିଚ ଦ୍ରାବି ଧାତୁ+କର୍ମ. ତ) — ପାଣିରେ ଗୋଳିଆ ଯାଇଥିବା — Dissolved
- ସଂ. ବିଣ. (ଦ୍ର ଧାତୁ ଣିଚ ଦ୍ରାବି ଧାତୁ+କର୍ମ. ତ) — ବିତାଡ଼ିତ — Expelled; driven away