ଦ୍ରବିଣ Drabiṇa
- ସଂ. ବି (ଦ୍ରୂ ଧାତୁ+ଇନ୍) — ବିତ୍ତ; ଧନ — Wealth; riches
- ସଂ. ବି (ଦ୍ରୂ ଧାତୁ+ଇନ୍) — ସମ୍ପତ୍ତି — Property
- ସଂ. ବି (ଦ୍ରୂ ଧାତୁ+ଇନ୍) — କାଞ୍ଚନ; ସୁନା — Gold
- ସଂ. ବି (ଦ୍ରୂ ଧାତୁ+ଇନ୍) — ପରାକ୍ରମ — Strength; power; might
- ସଂ. ବି (ଦ୍ରୂ ଧାତୁ+ଇନ୍) — ତରଳିବା — Melting
- ସଂ. ବି (ଦ୍ରୂ ଧାତୁ+ଇନ୍) — ପୃଥୁ ରାଜାଙ୍କର ଏକ ପୁତ୍ର — A son of king Pṛuthu
- ସଂ. ବି (ଦ୍ରୂ ଧାତୁ+ଇନ୍) — କୁଶ ଦ୍ୱୀପର ଏକ ସୀମାପର୍ବତ — Name of a mythological moutain