ଦ୍ରବନ୍ତୀ Drabantī

  • ସଂ. ବି. ସ୍ତ୍ରୀ—(ଦ୍ରୁ ଧାତୁ+ଅତ୍+ସ୍ତ୍ରୀ. ଈ) — ନଦୀ — A river
  • ସଂ. ବି. ସ୍ତ୍ରୀ—(ଦ୍ରୁ ଧାତୁ+ଅତ୍+ସ୍ତ୍ରୀ. ଈ) — ମୂଷାକାନୀ (ଦେଖ) (ହରେକୃଷ୍ଣ. ଦ୍ରବ୍ଯଗୁଣ) — Mūshākānī (See)